Download Now Banner

This browser does not support the video element.

ନୂଆପଡା: ଖଡ଼ିଆଳ ଠାରେ ପୁରା ଉଆଁସ ପର୍ବ ପାଳିତ, ଯୋଗଦେଲେ ବିଡ଼ିଓ

Nuapada, Nuapada | Aug 23, 2025
ଖଡ଼ିଆଳ ରାଜା ଆର୍ତ୍ତତ୍ରାଣ ଉଚ୍ଚ ବିଦ୍ୟାଳୟ ପଡ଼ିଆ ଠାରେ ଚଉଦ ବର୍ଷ ବୟସରୁ କମ୍ ବୟସର ପୁଅ ଓ ଝିଅଙ୍କ ମାନଙ୍କୁ ନେଇ ଖଡ଼ିଆଳ ସାଂସ୍କୃତିକ ଅନୁଷ୍ଠାନ ଆନୁକୂଲ୍ୟରେ ପୁରା ଉଆଁସ ପର୍ବ ଆଜି ୪ ଟା ଯାଏଁ ପାଳିତ ହୋଇଯାଇଛି।ସଭାପତି ଜିତେନ୍ଦ୍ର ପଟ୍ଟନାୟକଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ପୁଅଝିଅ ମାନଙ୍କ ମଧ୍ୟରେ ପୁରା ଗାଡ଼ି ଓ ଖଜାଲଡୁ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏଥିରେ ବିଚାରକ ଭାବେ ବିଶିଷ୍ଟ ଶିକ୍ଷାବିତ୍ ସତୀଶ କୁମାର ପଟ୍ଟନାୟକ ଓ ମୀରା ପଟ୍ଟନାୟକ ଦାୟିତ୍ୱ ନିର୍ବାହ କରିଥିଲେ। ବିଡ଼ିଓ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରିଥିଲେ।
Read More News
T & CPrivacy PolicyContact Us