Install App
pmadhabadas
This browser does not support the video element.
ତାଳଚେର ସଦର: ବଡ଼ହିରା ଗ୍ରାମର ଜମି ଅଧିଗ୍ରହଣ ସମସ୍ୟା ନେଇ ଭୁବନେଶ୍ୱର ସ୍ଥିତ ଲୋକସେବା ଭବନରେ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସହ ଆଲୋଚନା କଲେ ବିଧାୟକ
Talcher Sadar, Angul | Aug 29, 2024
ତାଳଚେର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବଡ଼ହିରା ଗ୍ରାମର ଜମି ଅଧିଗ୍ରହଣ ସମସ୍ୟା ନେଇ ଗୁରୁବାର ମଧ୍ୟାହ୍ନରେ ଭୁବନେଶ୍ୱର ସ୍ଥିତ ଓଡିଶା ଲୋକସେବା ଭବନ ଠାରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଦେଓରଞ୍ଜନ କୁମାର ସିଂ ଓ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ଶାସନ ସଚିବ ଦିଗନ୍ତ ରାଉତରାୟଙ୍କ ସହ ଆଲୋଚନା କଲେ ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ l ଏହି ଆଲୋଚନା ବେଳେ ଜମିହରା ଗ୍ରାମବାସୀ ଉପସ୍ଥିତ ଥିଲେ l
Share
Read More News
T & C
Privacy Policy
Contact Us
Your browser does not support JavaScript!