This browser does not support the video element.
କେନ୍ଦୁଝର ସହର: ବଣିଆପସୀ ଗ୍ରାମରେ ତମ୍ପ ସାପ ଉଦ୍ଧାର
Kendujhar Town, Kendujhar | Aug 28, 2025
ମାଛ ଉଦ୍ୟେଶ୍ୟ ରେ ପଡ଼ିଥିବା ଜାଲ ରୁ ଏକ ବିରାଟ ତମ୍ପ ସାପ ଉଦ୍ଧାର,କୃଷ୍ଣ ଚନ୍ଦ୍ର ନାୟକ,ଗ୍ରାମ. ବଣିଆପସୀ, Gp. ତରୁଆଁ, ର୍ ଘସିପୁରା, ଉଦ୍ଧାରକାରୀ ସ୍ନେକହେଲ୍ପଲାଇନ ର ସଞ୍ଜୟ କୁମାର ପଣ୍ଡା। ସାପଟିକୁ ଜଙ୍ଗଳରେ ଛାଡି ଦିଅଯାଇଛି ।