Install App
sanjayakumar.naik
This browser does not support the video element.
ଟିଟିଲାଗଡ: ମୁମ୍ବାଇ ଠାରେ ଟିଟିଲାଗଡ଼ ବ୍ଲକ ମହଗାଁର ଜଗଦୀଶ ଯାଦବ ନାଗଙ୍କ ୧୮ ତାରିଖରେ ମୃତ୍ୟୁ - କଂଗ୍ରେସ ନେତା ବିରେନ୍ଦ୍ର ବାଗ ପହଞ୍ଚି କଲେ ଦାବି
Titlagarh, Balangir | Aug 22, 2025
ଟିଟିଲାଗଡ଼ ବ୍ଲକର ମହଗାଁ ର ଜଗଦୀଶ ଯାଦବ ନାଗ ଜଣେ ଶ୍ରମିକ ତାଙ୍କର ମୁର୍ତ୍ୟୁ ୧୮. ୦୮. ୨୦୨୫ ରେ ମୁମ୍ବାଇ ରେ ହୋଇଛି ଆଜି ଯାଏଁ ଶବ ପାଇ ପାରୁ ନାହାନ୍ତି ପରିବାର ବର୍ଗ,, ଶ୍ରମିକ ଅଧିକାରୀ ଓ ପ୍ରଶାସନିକ ଅଧିକାରୀଙ୍କର ଦୁର୍ବଳତା ପ୍ରକାଶ ପାଉଛି,,, ଯଥା ଶୀଘ୍ର ଉଦ୍ଧାର କରାଯାଉ ବୋଲି କଂଗ୍ରେସ ନେତା ବିରେନ୍ଦ୍ର ବାଗ ଦାବି କରିଥିବା ବେଳେ ତାଙ୍କର ପରିବାର ବର୍ଗଙ୍କୁ ଆଜି ଅପରାହ୍ନ ୩.୩୦ ମିନିଟ ସମୟରେ ଭେଟି ତାଙ୍କର ଦୁଃଖ ବୁଝି ପ୍ରଶାସନକୁ ଶବ୍ ଆଣିବାକୁ କଲେ ଦାବି
Share
Read More News
T & C
Privacy Policy
Contact Us
Your browser does not support JavaScript!