This browser does not support the video element.
ଝାରସୁଗୁଡା: ବେଲପାହାଡ ତାରିଣୀ ମନ୍ଦିର ରୁ ଚୋରୀ ଅଭିଯୋଗ ରେ ଜଣେ ବ୍ୟକ୍ତି କୁ ଗିରଫ କରି କୋର୍ଟ ଚାଲାଣ କରିଛି ରାମପୁର ଫାଣ୍ଡି ପୋଲିସ
Jharsuguda, Jharsuguda | Sep 10, 2025
ଜାତୀୟ ରାଜପଥ-୪୯ ବେଲପାହାଡ ତାରିଣୀ ମନ୍ଦିର ରୁ ଚୋରୀ ଅଭିଯୋଗ ରେ ଜଣେ ବ୍ୟକ୍ତି କୁ ଗିରଫ କରି କୋର୍ଟ ଚାଲାଣ କରିଛି ରାମପୁର ଫାଣ୍ଡି ପୋଲିସ l ଗିରଫ ବ୍ୟକ୍ତି ଜଣକ ବିହାର ଅଂଚଳ ର ସଞ୍ଜୟ କୁମାର ଝା ବୋଲି ଜଣା ପଡିଛି l ସଞ୍ଜୟ ଙ୍କ ନିକଟରୁ ରୁପା ମୁକୁଟ, ମାଲି, ଆଖି ଆଦି ଜବତ କରାଯାଇଥିବାନେଇ ଆଜି ବୁଧବାର ରାତି ୮ ଟା ରେ ସୂଚନା ଦେଇଛି ପୋଲିସ l ସୂଚନା ଅନୁଯାୟୀ ସଂଜୟ ଗତକାଲି ତାରିଣୀ ମନ୍ଦିର ରୁ ଚୋରୀ କରୁଥିବାବେଳେ ସ୍ଥାନୀୟ ଲୋକେ ତାଙ୍କୁ କାବୁ କରି ପୋଲିସ ନିକଟରେ ଜମା ଦେଇଥିଲେ l