Download Now Banner

This browser does not support the video element.

ଅନୁଗୋଳ: ଗୋତମରା ଗ୍ରାମର ଜଣେ ବ୍ୟକ୍ତିଙ୍କ ଘରୁ ନାଗ ସାପ ଉଦ୍ଧାର

Anugul, Angul | Aug 24, 2025
ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ ଗୋତମରା ଗ୍ରାମର ଜଣେ ବ୍ୟକ୍ତିଙ୍କ ଘର ଭିତରୁ ପାଞ୍ଚ ଫୁଟର ନାଗ ସାପ ଉଦ୍ଧାର ହୋଇଛି। ସାପଟି ଘର ଭିତରେ ଥିବା ଦେଖି ସର୍ପ ଧରାଳିଙ୍କୁ ଖବର ଦେଇଥିଲେ। ଖବର ପାଇ ସର୍ପ ଉଦ୍ଧାରକାରୀ ଦଳ ପହଞ୍ଚି ସାପକୁ ଉଦ୍ଧାର କରି ଗଣ୍ଠି ଗାଡିଆ ଜଙ୍ଗଲରେ ଛାଡ଼ି ଦେଇଛନ୍ତି।
Read More News
T & CPrivacy PolicyContact Us