Download Now Banner

This browser does not support the video element.

ଟିଟିଲାଗଡ: ଟିଟିଲାଗଡ଼ ହାଟପଦା ପଡ଼ାର ଚାଉଳ ବ୍ୟବସାୟୀ ମଙ୍ଗଳୁ ଅଗ୍ରୱାଲଙ୍କ ଘରୁ ରାତି ଅଧାରେ ହାତ ଗୋଡ ବାନ୍ଧି ଡକାୟତି

Titlagarh, Balangir | Sep 13, 2025
ହାଟପଦା ପଡ଼ାର ବିମଳ ଅଗ୍ରୱାଲ (ମଙ୍ଗଳୁ) ଙ୍କ ଘରୁ ରାତିରେ ଡକାୟତି କରି ଲୁଟ ଟିଟିଲାଗଡ଼ - ଶୁକ୍ରବାର ରାତି ଦୁଇଟା ସମୟରେ ହାଟପଦା ପଡ଼ାର ବିମଳ ଅଗ୍ରୱାଲ (ମଙ୍ଗଲୁ) ଅଗ୍ରୱାଲ ନିଜ ବ୍ୟବସାୟ ସାରି ରାତିରେ ସୋଇଥିବା ବେଳେ ପାଖାପାଖି ଘଣ୍ଟାଏ ଧରି ଗୃହ ବନ୍ଦି କରି ପରିବାର ଲୋକଙ୍କୁ ଖଣ୍ଡା ତଲୱାରରେ ମାରି ଦେବାର ଧମକ ଦେବା ସହ ତାଙ୍କ ପୁଅ ବିକାଶ ଅଗ୍ରୱାଲ ବୋହୂ ସ୍ଵ।ତି ଅଗ୍ରୱାଲଙ୍କ ବେକରେ ଖଣ୍ଡା ଲଗାଇ ଟଙ୍କା ଏବଂ ଗହଣା ଲୁଟି ନେଇଛନ୍ତି। ମୁହଁରେ ମୁଖା ଲଗାଇବା ସହ ଆଠ ରୁ ଦଶ ଜଣ ଘରକୁ ପଶିଥିବା ବେଳେ ଜଣେ ବ୍ୟକ୍ତି ଫାଟକ ଗଳିରେ ଜଗିକି ଠିଆ ହୋଇଥିବା ଜଣାପଡିଛି। ବିମଳଙ୍କ ଘର ପ
Read More News
T & CPrivacy PolicyContact Us