Download Now Banner

This browser does not support the video element.

ଆସିକା: ଖମ୍ବେଶ୍ବରୀ ପାଟଣା, ହରହର ନଗର ସମେତ ବିଭିନ୍ନ ସାହି ରାସ୍ତା ଉପରୁ ଜବରଦଖଲ ଉଛେଦ କଲା ଆସିକା ଏନଏସି

Asika, Ganjam | Sep 6, 2025
ଗଞ୍ଜାମ ଜିଲ୍ଲା ଆସିକା ସହର ବିଭିନ୍ନ କ୍ଷେତ୍ର ରେ ସଫଳତା ନେଇ ଆଗକୁ ବଢୁଥିବା ବେଳେ ସହର ଭିତରେ ସମପରିମାଣ ରେ ବଢିଚାଲିଛି ଜବରଦଖଲ l ସେ ଡ୍ରେନ ହେଉ କି ରାସ୍ତା l ବିଭିନ୍ନ ସ୍ଥାନ ଏବେ ଲୋକଙ୍କ ଜବରଦଖଲ ରେ ରହିଛି l ଫଳରେ ସହର ମଧ୍ୟରେ ଟ୍ରାଫିକ ଯାମ ସହ ସଡ଼କ ଦୁର୍ଘଟଣା ବୃଦ୍ଧି ପାଇବାରେ ଲାଗିଛି l ଏନଏସି ସମ୍ପତି କୁ ଜବରଦଖଲ ଉଛେଦ ସହ ସହର କୁ ସରସ ସୁନ୍ଦର କରିବା ଲାଗି ଅଞ୍ଚଳବାସୀ ଙ୍କ ପକ୍ଷରୁ ବହୁବାର ଦାବି ହେଉଥିବା ବେଳେ ଅଭିଯୋଗ କୁ ଭିତିକରି ଆଜି ଆସିକା ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଙ୍କ ପ୍ରତକ୍ଷ ତତ୍ୱା ବଧାନ ରେ ଜବରଦଖଲ ଉଛେଦ କରାଯାଇଛି l
Read More News
T & CPrivacy PolicyContact Us