Download Now Banner

This browser does not support the video element.

କୋରାପୁଟ ସହର: କୋରାପୁଟ ପଞ୍ଚାୟତ ସାଧନା କେନ୍ଦ୍ରରେ ଜଳବାୟୁ ଅନୁକୂଳନରେ ଗ୍ରାମପଞ୍ଚାୟତର ଭୂମିକା ନେଇ ଦିନିକିଆ ପ୍ରଶିକ୍ଷଣ ଶିବିର

Koraput Town, Koraput | Sep 3, 2025
କୋରାପୁଟ ପଞ୍ଚାୟତ ସାଧନା କେନ୍ଦ୍ରରେ ଆଜି ଅପରାହ୍ନ ୪ଟା ସମୟରେ ଜଳବାୟୁ ଅନୁକୂଳନରେ ଗ୍ରାମପଞ୍ଚାୟତର ଭୂମିକା ନେଇ ଦିନିକିଆ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। କୋରାପୁଟ ଜିଲ୍ଲାର ସମସ୍ତ ପଞ୍ଚାୟତ ନିର୍ବାହୀ ଅଧିକାରୀ ମାନଙ୍କୁ ଦିନିକିଆ ତାଲିମ୍ ପ୍ରଦାନ କରାଯାଇଛି। ‌ଜଳବାୟୁ ଅନୁକୂଳରେ ଜଙ୍ଗଲ ରକ୍ଷା ପ୍ରମୁଖ ଭୂମିକା ରହିଥିବା ବେଳେ କୋରାପୁଟ ଜଙ୍ଗଲ ବିଭାଗ ପକ୍ଷରୁ ସଚେତନ କରାଯାଇଛି।
Read More News
T & CPrivacy PolicyContact Us