Download Now Banner

This browser does not support the video element.

ପାରଳାଖେମୁଣ୍ଡି: ପାରଳାଖେମୁଣ୍ଡିରେ ମେଡିକାଲ ନିର୍ମାଣ କରିବା ନେଇ ଭୁବନେଶ୍ୱରରେ ହାଇଟେକର ଅଧ୍ୟକ୍ଷ ଏବଂ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ଆଲୋଚନା

Paralakhemundi, Gajapati | Sep 3, 2025
ପାରଳାଖେମୁଣ୍ଡିରେ ମେଡିକାଲ ନିର୍ମାଣ କରିବା ନେଇ ଭୁବନେଶ୍ୱରରେ ହାଇଟେକର ଅଧ୍ୟକ୍ଷ ଏବଂ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ଆଲୋଚନା ।ଆଦିବାସୀ ବହୁଳlଞ୍ଚଳ ଗଜପତି ଜିଲ୍ଲାରେ ଲୋକଙ୍କୁ ଉନ୍ନତ ମାନର ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଏକ ହାଇଟେକ୍ ତଥା ଉନ୍ନତ ମାନର ଅତ୍ୟାଧୁନିକ ମେଡିକାଲ ନିର୍ମାଣ କରିବା ପାଇଁ ରାଜ୍ୟ ବାଣିଜ୍ୟ ଓ ପରିବହନ - ଖଣି ଓ ଇସ୍ପାତ ବିଭାଗ ମନ୍ତ୍ରୀ ଶ୍ରୀ ବିଭୂତି ଭୂଷଣ ଜେନା , ଶିଳ୍ପପତି ତଥା ହାଇଟେକ୍ ମେଡିକାଲ କଲେଜର ଅଧ୍ୟକ୍ଷ ଡ଼ଃ ତିରୁପତି ପାଣିଗ୍ରାହୀଙ୍କୁ ସାକ୍ଷାତ କରି ଆଲୋଚନା କରି
Read More News
T & CPrivacy PolicyContact Us