This browser does not support the video element.
ସମ୍ବଲପୁର ମ୍ୟୁନିସିପାଲଟି: ଅଇଁଠାପାଲି ସ୍ଥିତ ପ୍ରେସ କ୍ଲବରେ ଗଣେଶ ପୂଜା ଅନୁଷ୍ଠିତ
Sambalpur M, Sambalpur | Aug 27, 2025
ଅଇଁଠାପାଲି ସ୍ଥିତ ପ୍ରେସ କ୍ଲବରେ ଆଜି ସକାଳ 11ଟାରେ ଗଣେଶ ପୂଜା ଅନୁଷ୍ଠିତ ହେଇଯାଇଛି l ଏହି ଅବସରରେ ଜିଲ୍ଲା ର ସାମ୍ବାଦିକମାନେ ଯୋଗ ଦେଇ ଗଣେଶ ଭଗବାନ ଙ୍କ ଆଶୀର୍ବାଦ ଲାଭ କରିଥିଲେ l ସେପଟେ ଏହି ଅବସର ରେ ସ୍ଥାନୀୟ ଛାତ୍ରୀ ମାନଙ୍କ ଦ୍ୱାରା ଗଣେଶ ବନ୍ଦନା ଉପସ୍ଥାପନା କରାଯାଇଥିଲା lଏହି ଅବସର ରେ ରୀତିନୀତି ଅନୁଯାଇ ଗଣେଶ ମହାପ୍ରଭୁ ଙ୍କ ପୂଜା ସମ୍ପନ ହେଇଥିବା ନେଇ ପ୍ରେସ କ୍ଲବ ର ସଭାପତି ସୂଚନା ଦେଇଛନ୍ତିl