Download Now Banner

This browser does not support the video element.

ବିଜେପୁର: ବିଜେପୁର ମହାବିଦ୍ୟାଳୟରେ ସୁସ୍ଥନାରୀ ସଶକ୍ତ ପରିବାର ଅଭିଯାନ ଶିବିର

Bijepur, Bargarh (Baragarh) | Sep 24, 2025
ବିଜେପୁର ମହାବିଦ୍ୟାଳୟରେ ସୁସ୍ଥନାରୀ ସଶକ୍ତ ପରିବାର ଅଭିଯାନ ଶିବିର । ବିଜେପୁର ମହାବିଦ୍ୟାଳୟ ପରିସରରେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର, ବିଜେପୁର ଆୟୋଜିତ “ସୁସ୍ଥନାରୀ ସଶକ୍ତ ପରିବାର” ମେଗା ସ୍ୱାସ୍ଥ୍ୟ ସେବା ଶିବିର ସଫଳତାର ସହିତ ଅନୁଷ୍ଠିତ ହୋଇଯାଇଛି। ପ୍ରଥମେ ମା’ ସରସ୍ୱତୀଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ଆନୁଷ୍ଠାନିକ ଭାବରେ ଶୁଭାରମ୍ଭ ହୋଇଥିଲା। ଉଦଘାଟନ କରିଥିଲେ ଏଡିପିଏଚଓ ଡ଼ା. ଶ୍ରୀକୃଷ୍ଣ ବଲ୍ଲଭ ମହାନ୍
Read More News
T & CPrivacy PolicyContact Us