Download Now Banner

This browser does not support the video element.

ସମ୍ବଲପୁର ମ୍ୟୁନିସିପାଲଟି: ମହାନଗର ନିଗମ ଅନ୍ତର୍ଗତ ଅଇଁଠାପାଲି ସ୍ଥିତ ପିଏଚଡି ପଡିଆ ରେ ଅନୁଷ୍ଠିତ ହେଉଥିବା trade fair କୁ ବୁଲି ଦେଖିଲେ ବିଧାୟକ ଜୟ ନାରାୟଣ ମିଶ୍ର

Sambalpur M, Sambalpur | Sep 9, 2025
ମହାନଗର ନିଗମ ଅନ୍ତର୍ଗତ ଅଇଁଠାପାଲି ସ୍ଥିତ ପିଏଚଡି ପଡିଆ ରେ ଅନୁଷ୍ଠିତ ହେଉଥିବା trade fair କୁ ଆଜି ରାତି 7ଟାରେ ବିଧାୟକ ଜୟ ନାରାୟଣ ମିଶ୍ର ବୁଲି ଦେଖିଥିଲେ l ଏହି ଅବସରରେ ବିଭିନ୍ନ ରାଜ୍ୟ ରୁ ଆସିଥିବା ବ୍ୟବସାୟୀ ମାନଙ୍କ ସହ ମଧ୍ୟ ଆଲୋଚନା କରିଥିଲେ l ତେବେ ଏହି ମେଳା ରେ ବାହାର ରାଜ୍ୟରୁ ଅନେକ ପାରମ୍ପରିକ ଜିନିଷ ଆସିଥିବାରୁ ବିଧାୟକ ଖୁସି ବ୍ୟକ୍ତ କରିବା ସହ ଆମ ଅଞ୍ଚଳର ଜିନିଷ ମଧ୍ୟ ଅନ୍ୟ ଜ଼ିଲ୍ଲା ତଥା ରାଜ୍ୟ କୁ ଯିବା କଥା ବୋଲି ବିଧାୟକ କହିଥିଲେ l
Read More News
T & CPrivacy PolicyContact Us