This browser does not support the video element.
ଝାରସୁଗୁଡା: ବେହେରାମାଳ ସ୍ଥିତ ଏମସିଏଲ ଅଡ଼ିଟେରୀୟମରେ ଶ୍ରୀ ସତ୍ୟସାଇ କଥାମୃତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି
Jharsuguda, Jharsuguda | Sep 10, 2025
ଝାରସୁଗୁଡା ବେହେରାମାଳ ସ୍ଥିତ ଏମସିଏଲ ଅଡ଼ିଟେରୀୟମରେ ଶ୍ରୀ ସତ୍ୟସାଇ କଥାମୃତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି l ଆଜି ବୁଧବାର ସକାଳ ୯ ଟା ରୁ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବାବେଳେ ଝାରସୁଗୁଡା ବିଧାୟକ ଟଙ୍କଧର ତ୍ରିପାଠୀ ଙ୍କ ସହ ଝାରସୁଗୁଡା ର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ l ବିଧାୟକ ଟଙ୍କଧର ତ୍ରିପାଠୀ ଏହି କାର୍ଯ୍ୟକ୍ରମ କୁ ଉଦଘାଟନ କରିବା ପରେ ସତ୍ୟ ସାଇଁ ଙ୍କ ଫୋଟୋ ଚିତ୍ର ରେ ପୁଷ୍ପ ଅର୍ପଣ କରି ଦୀପପ୍ରଜ୍ବଳନ କରି ପୂଜାର୍ଚନା କରିଥିଲେ l ଏହାପରେ କଥାମୃତ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା l