Download Now Banner

This browser does not support the video element.

ଲାଞ୍ଜିଗଡ: ସିଙ୍ଗାରୀ ଘାଟି ରାସ୍ତାର ଅବସ୍ଥା ଦୟନୀୟ ଖାଲଖମାରେ ଭର୍ତ୍ତି ଯୋଗୁଁ ପାଲଟିଛି ମରଣଯନ୍ତା ପଥଚାରୀଙ୍କ ପ୍ରତିକ୍ରିୟା # jansamasya

Lanjigarh, Kalahandi | Sep 11, 2025
ସିଙ୍ଗାରୀ ଘାଟି ରାସ୍ତା ଥୁଆମୁଳ ରାମପୁର ବ୍ଲକ୍ ବାସୀଙ୍କ ଜୀବନ ରେଖା। କିନ୍ତୁ ରାସ୍ତାର ଅବସ୍ଥା ଏବେ ଦୟନୀୟ। ଖାଲଖମାରେ ଭର୍ତ୍ତି ଯୋଗୁଁ ପାଲଟିଛି ମରଣଯନ୍ତା। ଅନେକ ସମୟରେ ଦୁର୍ଘଟଣା ଘଟି ଲୋକଙ୍କ ଧନ ଜୀବନ ନଷ୍ଟ ହେଉଛି। ଏନେଇ ଗୁରୁବାର ଅପରାହ୍ନରେ ପ୍ରତିକ୍ରିୟା ରଖିଛନ୍ତି ପଥଚାରୀ।
Read More News
T & CPrivacy PolicyContact Us