Install App
usr04050397
This browser does not support the video element.
କେନ୍ଦୁଝର ସହର: ସେପ୍ଟେମ୍ବର ମାସ ପାଇଁ କେନ୍ଦୁଝର ଜିଲ୍ଲାରେ ଜିଲ୍ଲାପାଳ ଓ ଏସପିଙ୍କ ମିଳିତ ସାଧାରଣ ଅଭିଯୋଗ ଶୁଣାଣି କାର୍ଯ୍ୟସୂଚୀ ପ୍ରକାଶିତ
Kendujhar Town, Kendujhar | Aug 30, 2025
କେନ୍ଦୁଝର ଜିଲ୍ଲା ଜିଲ୍ଲା ପ୍ରଶାସନ ତରଫରୁ ସେପ୍ଟେମ୍ବର ମାସ ପାଇଁ ମିଳିତ ସାଧାରଣ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ସୂଚୀ ପ୍ରକାଶ କରାଯାଇଛି।ଓଡ଼ିଶା ସରକାରଙ୍କ ରଙ୍କ ନିର୍ଦ୍ଦେଶ ଅନୁଯାୟୀ, ଶୁଣାଣିଗୁଡ଼ିକ ନିମ୍ନଲିଖୂତ ତାରିଖ ଏବଂ ସ୍ଥାନରେ ସକାଳ ୧୦:୦୦ ରୁ ଅପରାହ୍ନ ୧:୩୦ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ।
Share
Read More News
T & C
Privacy Policy
Contact Us
Your browser does not support JavaScript!