Download Now Banner

This browser does not support the video element.

ମୋରଡା: ବିନୋଦରାୟ ହାଇସ୍କୁଲରେ ଗଣିତ ଶିକ୍ଷକଙ୍କ ବଦଳି ପ୍ରତିବାଦରେ ହାଇସ୍କୁଲ ଫାଟକ ସମ୍ମୁଖରେ ବସି ଶତାଧିକ ଛାତ୍ରଛାତ୍ରୀଙ୍କ ଧାରଣା ପୂର୍ବକ ବିକ୍ଷୋଭ

Muruda, Mayurbhanj | Aug 21, 2025
ମୋରଡା ନିର୍ବାଚନ ମଣ୍ଡଳୀ ତଥା ରାସଗୋବିନ୍ଦପୁର ବ୍ଲକ ଅଧୀନ ବିନୋଦରାୟ ସରକାରୀ ହାଇସ୍କୁଲର ଗଣିତ ଶିକ୍ଷକଙ୍କ ବଦଳି ପ୍ରତିବାଦରେ ଗୁରୁବାର ଦିନ ତମାମ ହାଇସ୍କୁଲ ଫାଟକ ସମ୍ମୁଖରେ ଧାରଣା ବସି ଶତାଧିକ ଛାତ୍ରଛାତ୍ରୀ ବିକ୍ଷୋଭ ପ୍ରଦର୍ଶନ କରିଥିବା ବେଳେ ଶେଷରେ ଅପରାହ୍ନ ତିନିଟାରେ ବ୍ଲକ ଶିକ୍ଷା ଅଧିକାରୀଙ୍କ ଅଫିସରେ ପହଞ୍ଚି ଆଲୋଚନା ପରେ ଛାତ୍ରଛାତ୍ରୀ ଧାରଣା ପ୍ରତ୍ୟାହୃତ କରିଥିଲେ l
Read More News
T & CPrivacy PolicyContact Us