Install App
khabaraebeebe
This browser does not support the video element.
ଭୁବନେଶ୍ବର ମ୍ୟୁନିସିପାଲଟି କର୍ପୋରେସନ: ପାଣିପାଗ ସ୍ଥିତି ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରରେ ପ୍ରତିକ୍ରିୟା ରଖିଲେ ପାଣିପାଗ କେନ୍ଦ୍ର ନିର୍ଦେଶିକା ମନୋରମା ମହାନ୍ତି
Bhubaneswar M Corp, Khordha | Sep 12, 2025
ପଛିମା ଝଡ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନ ରେ ବିଜୁଳି ଘଡଘଡି ସହ ବର୍ଷା ଦେଖା ଯାଉଛି । ରାଜଧାନୀ ଭୁବନେଶ୍ଵର ରେ ଆଜି ସକାଳୁ ସକାଳୁ ବର୍ଷା ହୋଇଛି । ଏମିତିକି କଟକ ରେ ମଧ୍ୟ ଆଜି ପଶ୍ଚିମା ଝଡ ପ୍ରଭାବରୁ ସକାଳୁ ଲଗାଣ ବର୍ଷା ଜାରି ରହିଛି । ଯାହାର ପ୍ରଭାବରେ ଜନ ଜୀବନ ଅସ୍ତ ବ୍ୟସ୍ତ ହୋଇ ପଡିଲାଣି । ମେଘ ସାଙ୍ଗକୁ ଘଡଘଡି, ବିଜୁଳି ମଧ୍ୟ ରାଜ୍ୟର ବିଭିନ୍ନ ସ୍ଥାନ ରେ ଦେଖା ଯାଇଛି । ବର୍ଷା କାରଣରୁ ନାହି ନ ଥିବା ଅସୁବିଧାର ସମୁଖିନ୍ନ ହେଉଛନ୍ତି ଲୋକ ମାନେ । ଏମିତିକି ପଶୁ ପକ୍ଷୀ ମଧ୍ୟ ଅସୁବିଧାର ସମୁଖିନ୍ନ ହେଉଛନ୍ତି । ଏହା ସହ ଯାତାୟତ ରେ ମଧ୍ୟ ବାଧା ସୃଷ୍ଟି ହୋଇଛି ।
Share
Read More News
T & C
Privacy Policy
Contact Us
Your browser does not support JavaScript!