Download Now Banner

This browser does not support the video element.

ଜି ଉଦୟଗିରି: ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ରଟିଙ୍ଗିଆରେ ଜାତୀୟ କ୍ରୀଡା ଦିବସ ପାଳିତ।

G Udayagiri, Kandhamal | Aug 29, 2024
ଘୁ ଉଦୟଗିରି : ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ରଟିଙ୍ଗିଆରେ ଜାତୀୟ କ୍ରୀଡା ଦିବସ ମହା ଆଡ଼ମ୍ବର ସହକାରେ ପାଳିତ ହୋଇଯାଇଛି।ଏହି ଅବସରରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଚତର୍ଭୁଜ ସାହୁଙ୍କ ସଭାପତିତ୍ବରେ ଏକ ସ୍ମୁତି ସଭା ଅନୁଷ୍ଠିତ ହୋଇଥିଲା।ଏଥିରେ ଅତିଥି ଭାବେ ପୁରାତନ ଛାତ୍ର ଓମ୍ ପ୍ରସାଦ ସାହୁ ଯୋଗ ଦେଇ ଧ୍ୟାନଚାନ୍ଦଙ୍କ ଫଟ ଚିତ୍ରରେ ପୁଷ୍ପ ମାଲ୍ୟାର୍ପଣ କରି ଧୂପ ଚନ୍ଦନ ଅର୍ପଣ କରିଥିଲେ । ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ବାକୃତ ପ୍ରତିଯୋଗୀତା ସହିତ କବାଡି ଓ ଖୋ ଖୋ ଖେଳ ଅନୁଷ୍ଠିତ ହୋଇଥିଲା।ବାକୃତରେ ଅର୍ଚ୍ଚନା ପ୍ରଧାନ,କବାଡିରେ ଅଚ୍ୟୁତାନନ୍ଦ ବଗର୍ତ୍ତି.....
Read More News
T & CPrivacy PolicyContact Us