Install App
gudayagirikhabar
This browser does not support the video element.
ଜି ଉଦୟଗିରି: କଳିଙ୍ଗା ଘାଟିରେ ସରକାରୀ ବସ୍ ଓ କର ମଧ୍ୟରେ ଦୁର୍ଘଟଣାଗ୍ରସ୍ତ। କେହି ଆହତ ହୋଇ ନ ଥିବା ସୂଚନା ।
G Udayagiri, Kandhamal | Aug 28, 2024
କଳିଙ୍ଗା ଘାଟିରେ ସରକାରୀ ବସ୍ ଓ କାର ମଧ୍ୟରେ ଦୁର୍ଘଟଣା ଗ୍ରସ୍ତ ।କେହି ଆହତ ହୋଇ ନାହାନ୍ତି । ବାଲିଗୁଡା ଠାରୁ କଟକ ଯାଉଥିବା ସରକାରୀ ବସ୍ ଓ ଫୁଲବାଣୀ ଠାରୁ ଭଞ୍ଜନଗର ଯାଉଥିବା ଏକ କାର ମଧ୍ୟରେ ଦୁର୍ଘଟଣା ହୋଇଥିଲା ।ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ସୂଚନା ରହିଛି ।
Share
Read More News
T & C
Privacy Policy
Contact Us
Your browser does not support JavaScript!