Download Now Banner

This browser does not support the video element.

ଉମରକୋଟ: ଉମରକୋଟ ରେ ପୋଲିସ ଏବଂ ଅବକାରୀ ବିଭାଗ ପକ୍ଷରୁ ତମ୍ବାଖୁ ଦୋକାନ ଉପରେ ଚଢ଼ାଉ ଗୋଟିଏ ଦୋକାନ ସିଲ

Umarkote, Nabarangpur | Sep 8, 2025
ଉମରକୋଟ ରେ ପୋଲିସ ଏବଂ ଅବକାରୀ ବିଭାଗ ପକ୍ଷରୁ ତମ୍ବାଖୁ ଦୋକାନ ଉପରେ ଚଢ଼ାଉ ଗୋଟିଏ ଦୋକାନ ସିଲ ନବରଙ୍ଗପୁର ଜିଲ୍ଲା ଉମରକୋଟ ସହର ଠାରେ ଅବକାରୀ ବିଭାଗ ଓ ପୋଲିସ ପକ୍ଷରୁ ମିଳିତ ଚଢ଼ାଉ କରାଯାଇଛି । ସହରରେ ଥିବା ଝରିଗାଁ ରୋଡ଼ ସ୍ଥିତ ଦୁଇଟି ତମ୍ବାକୁ ଦୋକାନ ଉପରେ ଚଢ଼ଉ କରାଯାଇଥିଲା ସେହି ସମୟରେ ବିପୁଳ ପରିମାଣର ତମ୍ବାଖୁ ଜବତ କରାଯାଇଛି ଅବକାରୀ ବିଭାଗର ସୂଚନା ଅନୁଯାୟୀ ଏହି ଦୁଇ ଦୋକାନୀ ବେଆଇନ ଭାବେ ଧୂଆଁ ପତ୍ର (ତମ୍ବାକୁ) ଗଚ୍ଛିତ ରଖି ବିକ୍ରି କରୁଥିଲେ ତେଣୁ ପୋଲିସ ଓ ଅବକାରୀ ବିଭାଗ ଚଢ଼ାଉ କରି ଜବତ କରିଛି।
Read More News
T & CPrivacy PolicyContact Us