Download Now Banner

This browser does not support the video element.

ସମ୍ବଲପୁର ମ୍ୟୁନିସିପାଲଟି: ଭିସୁଟ ର 16 ତମ ସମାବର୍ତ୍ତନ ଉତ୍ସବ ଅନୁଷ୍ଠିତ

Sambalpur M, Sambalpur | Sep 13, 2025
ଭିସୁଟ ର 16 ତମ ସମାବର୍ତ୍ତନ ଉତ୍ସବ ଆଜି ଦିନ ପ୍ରାୟ 2 ଟା ରେ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମ ରେ ଯୋଗଦେଲେ ମହାମହିମ ରାଜ୍ୟପାଳ ତଥା କୁଳାଧିପତି ହରିବାବୁ କମ୍ଭମପତି l ମୂଖ୍ୟ ଅତିଥି ଭାବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସମ୍ମାନିତ ଅତିଥି ଭାବେ ଉଚ୍ଚ ଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ, ପଞ୍ଚାୟତ୍ତି ରାଜ ମନ୍ତ୍ରୀ ରବି ନାଏକ, ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ୱାଇଁ, ବିଧାୟକ ଜୟନାରାୟଣ ମିଶ୍ର ଓ ଇରାଶିଷ ଆଚାର୍ଯ୍ୟ ଯୋଗ ଦେଇଥିଲେ l ଏହି ଅବସରରେ ବିଭିନ୍ନ ବିଭାଗରେ କୃତି ଛାତ୍ର ଛାତ୍ରୀ ମାନଙ୍କୁ ଗୋଲଡ଼ ମେଡାଲ, ଡିଗ୍ରୀ, ସାର୍ଟିଫିକେଟ ଅତିଥି ମାନଙ୍କ
Read More News
T & CPrivacy PolicyContact Us