Download Now Banner

This browser does not support the video element.

ସମ୍ବଲପୁର ମ୍ୟୁନିସିପାଲଟି: ଚଳିତ ବର୍ଷର ପାର୍ବଣ ଋତୁକୁ ନେଇ ସହରରେ ପୋଲିସ ପକ୍ଷରୁ ଚେକିଂ ଆରମ୍ଭ, ସୂଚନା ଦେଲେ ଏସପି

Sambalpur M, Sambalpur | Sep 10, 2025
ଚଳିତ ବର୍ଷର ପାର୍ବଣ ଋତୁ ଆରମ୍ଭ ହୋଇ ସାରିଥିବା ବେଳେ ସହରରେ ଅପରାଧିକ ଗତିବିଧି ଓ ସୁନାଗହଣା ଲୁଟେରା ମାନେ ସକ୍ରିୟ ହୋଇ ସାରିଲେଣି । ଏଣୁ ପୁଲିସ ଡାକବାଜୀ ଯନ୍ତ୍ର ଜରିଆରେ ଜନତାଙ୍କୁ ସତର୍କ କରିବା ସହିତ ବିଭିନ୍ନ ସମ୍ବବେଦନଶୀଳ ଅଞ୍ଚଳ ଗୁଡିକରେ ବିଭିନ୍ନ ଥାନା ଗୁଡିକ ପକ୍ଷରୁ ନାକା ଲଗାଇ ଚେକିଂ ଆରମ୍ଭ କରାଯାଇଛି । ସମ୍ବଲପୁର ପୁଲିସର ସୁଚନା ଅନୁଯାୟୀ, ଆଗାମୀ ଦୁର୍ଗା ପୂଜା ଉତ୍ସବ ସମେତ ଅନ୍ୟାନ୍ୟ ଉତ୍ସବ ଗୁଡିକୁ ଧ୍ୟାନରେ ରଖି ସହରର ବିଭିନ୍ନ ଥାନାଞ୍ଚଳରେ ପେଟ୍ରୋଲିଂ ଓ ଚେକିଂକୁ ଆହୁରୀ ବ୍ୟାପକ କରାଯାଇଛି । ପୋଲିସ ଗାଡି ରେ ପେଟ୍ରୋଲିଙ୍ଗ ନ କରି ଚାଲି ଚାଲି ବିଭିନ୍ନ ଅଂଚଳ
Read More News
T & CPrivacy PolicyContact Us