Install App
usr04050397
This browser does not support the video element.
କେନ୍ଦୁଝର ସହର: ମା' ବୈତରଣୀଙ୍କ ଉତ୍ପତ୍ତି ସ୍ଥଳ ଗୋନାସିକାସ୍ଥିତ ଆଦି ପୀଠ ଶ୍ରୀ ଶ୍ରୀ ବ୍ରହ୍ମେଶ୍ୱର ମହେଶ ମନ୍ଦିରରେ ପୂଜାର୍ଚ୍ଚନା କଲେ ମୁଖ୍ୟମନ୍ତ୍ରୀ
Kendujhar Town, Kendujhar | Sep 13, 2025
ଆଜି କେନ୍ଦୁଝରର ପୁଣ୍ୟତୋୟା ମା' ବୈତରଣୀଙ୍କ ଉତ୍ପତ୍ତି ସ୍ଥଳ ଗୋନାସିକାସ୍ଥିତ ଆଦି ପୀଠ ଶ୍ରୀ ଶ୍ରୀ ବ୍ରହ୍ମେଶ୍ୱର ମହେଶ ମନ୍ଦିରରେ ପୂଜାର୍ଚ୍ଚନା କଲି ଓ ରାଜ୍ୟ ତଥା ରାଜ୍ୟବାସୀଙ୍କ ମଙ୍ଗଳ କାମନା କରି ଆଶୀର୍ବାଦ ଭିକ୍ଷା କଲେ ମୁଖ୍ୟମନ୍ତ୍ରୀ । ଗୋନାସିକା ତଥା ଶ୍ରୀ ଶ୍ରୀ ବ୍ରହ୍ମେଶ୍ୱର ମହେଶ ମନ୍ଦିର ଐତିହାସିକ ଓ ଆଧ୍ୟାତ୍ମିକ ଗୁରୁତ୍ୱ ବହନ କରେ। ଏହି ସ୍ଥାନଟି ପବିତ୍ର ବୈତରଣୀ ନଦୀର ଉତ୍ପତ୍ତି ସ୍ଥଳ ଭାବରେ ପୂଜିତ।
Share
Read More News
T & C
Privacy Policy
Contact Us
Your browser does not support JavaScript!