This browser does not support the video element.
ନବରଙ୍ଗପୁର ପୋଲିସ ଷ୍ଟେସନ: ଭଗବତୀ ସାହି ମହାବୀର ଯୁବକ ସଙ୍ଘ ର ପୂଜା ମଣ୍ଡପରେ ଅର୍ଣ୍ଣ ପ୍ରସାଦ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ
Nabarangapur PS, Nabarangpur | Sep 1, 2025
ଭଗବତୀ ସାହି ମହାବୀର ଯୁବକ ସଙ୍ଘ ର ପୂଜା ମଣ୍ଡପରେ ଅର୍ଣ୍ଣ ପ୍ରସାଦ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ଭଗବତୀ ସାହି ସ୍ଥିତ ମହାବୀର ଯୁବକସଙ୍ଘ ର ଗଣେଷ ପୂଜା ମଣ୍ଡପରେ ଏକ ଅର୍ଣ୍ଣଭୋଗ ବଣ୍ଟନ ର ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ 5 ହଜାର ରୁ ଉର୍ଦ୍ଧ୍ବ ଭକ୍ତ ଯୋଗଦେଇ ପ୍ରସାଦ ସେବନ କରିଥିଲେ। ଏହି କାର୍ଯ୍ୟକ୍ରମରେ ନବରଙ୍ଗପୁର ବିଧାୟକ ଶ୍ରୀ ଗୌରୀ ଶଙ୍କର ମାଝୀ, ପୈରପାଳିକାର ଅଧ୍ୟକ୍ଷ ଶ୍ରୀ କୁନୁ ନାୟକ, ଏବଂ ସହର ର ବହୁ ବିଶିଷ୍ଟ ବ୍ୟକ୍ତି ବିଶେଷ ମଧ୍ୟ ଯୋଗଦେଇଥିଲେ