This browser does not support the video element.
ଲାଞ୍ଜିଗଡ: ସରଗୁଡା ଗାଁରେ ଜଙ୍ଗଲି ହାତୀ ଉପଦ୍ରବ,ଘର ଭାଙ୍ଗି ରାସନ ସାମଗ୍ରୀ ଶହ ନଷ୍ଟ କଲେ ଆସବାପାତ୍ର
Lanjigarh, Kalahandi | Sep 27, 2025
ବିଶ୍ୱନାଥପୁର ରେଞ୍ଜ ବିଜେପୁର ସେକ୍ସନ ଲାଖବାହାଲି ପଞ୍ଚାୟତ ସରଗୁଡା ଗାଁରେ ଜଙ୍ଗଲୀ ହାତୀ ଉପଦ୍ରବ ଦେଖିବାକୁ ମିଳିଛି।ନିକଟସ୍ଥ ଝିମିରି ଜଙ୍ଗଲରେ ୨୨ ଟିକିଆ ହାତୀପଲ ରହିଥିବା ବେଳେ ଗତ ବିଳମ୍ବିତ ରାତିରେ ସରଗୁଡା ଗାଁରେ ପଶି ରାମଲାଲ ହରିଜନଙ୍କ ଘର ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ଦେଇ ରାସନ ସାମଗ୍ରୀ ସମେତ ଆସବାପାତ୍ର ନଷ୍ଟ କରିଦେଇଛନ୍ତି l ସୂଚନା ମତେ ରାମଲାଲ ପରିବାର ପ୍ରତିପୋଷଣ ପାଇଁ ବାହାର ରାଜ୍ୟ ଯାଇଥିବା ବେଳେ ସ୍ତ୍ରୀ ସସ୍ମିତା ଦୁଇ ବର୍ଷର ପୁଅ ସହିତ ଘରେ ରହିଥିଲେ ହେଲେ ଗତ ବିଳମ୍ବିତ ରାତିରେ ୨୨ଟିକିଆ ହାତୀପଲ ଘର ନିକଟରେ ଆସି ଭୀଷଣ ଗର୍ଜନ ଦେଇଥିଲେ l