This browser does not support the video element.
ଚମ୍ପୁଆ: ହସ୍ତିନାପୁର ଗ୍ରାମରେ ପଶି ଘର ଭାଙ୍ଗିଲେ ହାତୀପଲ
Champua, Kendujhar | Sep 2, 2025
କେନ୍ଦୁଝର ଜିଲ୍ଲା ତଥା ବନଖଣ୍ଡ ଅନ୍ତର୍ଗତ ଚମ୍ପୁଆ ରେଞ୍ଜ ହସ୍ତିନାପୁର ଗ୍ରାମରେ ଗତ ରାତିରେ ହାତୀପଲ ଘର ଭାଙ୍ଗି ଦେଇଥିବା ଜଣା ପଡିଛି। ଏହି ହାତୀପଲ ଗ୍ରାମରେ ପ୍ରବେଶ କରି ଏକାଧିକ ଘର ଭାଙ୍ଗି ଦେଇଥିବା ବେଳେ ସୌଭାଗ୍ୟ ବଶତଃ ପରିବାର ଅଳ୍ପକେ ବର୍ତ୍ତି ଯାଇଥିବା ସୂଚନା ରହିଛି। ସୂଚନା ପାଇ ବନ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣା ପଡିଛି।