Download Now Banner

This browser does not support the video element.

ଓରିଏଣ୍ଟ: ସମ୍ମିଳିତ ଆଦିବାସୀ ସମାଜର ଆୟୋଜନରେ ବେହେରାମାଲ ସ୍ଥିତ ସଂସ୍କୃତି ଭବନଠାରେ ଆଟ୍ରୋସିଟୀ ଆକ୍ଟ ଉପରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ

Orient, Jharsuguda | Sep 9, 2025
ସମ୍ମିଳିତ ଆଦିବାସୀ ସମାଜର ଆୟୋଜନରେ ବେହେରାମାଲ ସ୍ଥିତ ସଂସ୍କୃତି ଭବନଠାରେ ଆଟ୍ରୋସିଟୀ ଆକ୍ଟ ଉପରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଛି l ଆଜି ପୂର୍ବାହ୍ନ ୧୦ ଟା ୩୦ ରୁ ୪ ଟା ୩୦ ଯାଏଁ ଦୁଇଟି ପର୍ଯ୍ୟାୟରେ ଏହି ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଛି l
Read More News
T & CPrivacy PolicyContact Us