This browser does not support the video element.
ଯାଜପୁର: ଦଳା ଓଭର ବ୍ରିଜ ଛକରେ ସ୍କୁଟି ଗାଡିକୁ ସ୍କ୍ରପିୟ ଗାଡି ଧକ୍କା ଦେବା ଘଟଣା,ଅଭିଯୁକ୍ତ ସ୍କ୍ରପିୟ ଗାଡି ଚାଳକ ଗିରଫ,କୋର୍ଟ ଚାଲାଣ
Jajapur, Jajpur | Aug 28, 2025
ଦଳା ଓଭର ବ୍ରିଜ ଛକରେ ସ୍କୁଟି ଗାଡିକୁ ସ୍କ୍ରପିୟ ଗାଡି ଧକ୍କା ଦେବା ଘଟଣା,ଅଭିଯୁକ୍ତ ସ୍କୋର୍ପିଓ ଗାଡି ଚାଳକ ଗିରଫ,କୋର୍ଟ ଚାଲାଣ l ଗତ ଏପ୍ରିଲ ମାସ 4 ତାରିଖ ଦିନ ଗୀତାଞ୍ଜଳି ପରିଡାଙ୍କ ଅଭିଯୋଗ ଅନୁଯାୟୀ l ସେହି ଦିନ ତାଙ୍କ ସମ୍ପର୍କୀୟ ଭାଇ ଦେବାଶିଷ ପରିଡା ଓ ପୁଅ ଅରୁଣ ପରିଡା ପାଣିକୋଇଲିରୁ ସ୍କୁଟି ଗାଡ଼ିରେ ଆସୁଥିଲେ l ହଠାତ ଦଳା ଓଭର ବ୍ରିଜ ନିକଟରେ ଏକ ସ୍କୋର୍ପିଓ ଗାଡି ଦ୍ରୁତ ଗତିରେ ଆସି ଏହି ସ୍କୁଟି ଗାଡିକୁ ଧକ୍କା ଦେଇଥିଲା l ଏହି ଦୁର୍ଘଟଣା ଫଳରେ ଦେବାଶିଷ ଗୁରୁତର ହେଇଯାଇଥିଲେ l