Download Now Banner

This browser does not support the video element.

ନୂଆପଡା: ଖଡ଼ିଆଳ ସ୍ଥିତ ବିଜେଡ଼ି କାର୍ଯ୍ୟାଳୟରେ ଫୁଟବଲ ମହକୁମ୍ଭ ଆୟୋଜନ ନେଇ ବିଧାୟକ ଙ୍କ ନେତୃତ୍ଵରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

Nuapada, Nuapada | Sep 2, 2025
ଆସନ୍ତା ୧୧ ଅକ୍ଟୋବରରୁ ଖଡ଼ିଆଳ ଠାରେ ଫୁଟବଲ ମହାକୁମ୍ଭ ଆରମ୍ଭ ହେବ । ୨୭ ଅକ୍ଟୋବରରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ। ଖଡ଼ିଆଳ, ବୋଡ଼େନ ଓ ସିନାପାଲି ବ୍ଲକ ତଥା ଖଡ଼ିଆଳ ଏନଏସିର ମୋଟ ୬୯ ଟି ଦଳକୁ ନେଇ ଖେଳ ଅନୁଷ୍ଠିତ ହେବ। ଆଜି ୬ ଟା ଯାଏଁ ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ଖଡ଼ିଆଳ ବିଧାୟକ ଅଧିରାଜ ପାଣିଗ୍ରାହୀ ଅଧ୍ୟକ୍ଷତା କରିଥିଲେ। ଜିତେନ୍ଦ୍ର ନାଥ ପଟ୍ଟନାୟକ, ଛବି ସାଗରଙ୍କ ସମେତ ଶତାଧିକ କାର୍ଯ୍ୟକର୍ତ୍ତା ଯୋଗ ଦେଇଥିଲେ।
Read More News
T & CPrivacy PolicyContact Us