Download Now Banner

This browser does not support the video element.

ଦେବଗଡ: କୁସୁମକଟା ଗ୍ରାମର ୧୩ ବର୍ଷର ନାବାଳିକା ନିଖୋଜ ଅଭିଯୋଗ

Debagarh, Debagarh (Deogarh) | Sep 9, 2025
ଦେବଗଡ ଥାନା ଅନ୍ତର୍ଗତ କୁସୁମକଟା ଗ୍ରାମର ୧୩ ବର୍ଷର ଜଣେ ନାବାଳିକା ନିଖୋଜ ଥିବା ଅଭିଯୋଗ ହୋଇଛି । ଅଭିଯୋଗ ଆଧାରରେ ମଙ୍ଗଳବାର ରାତି ପ୍ରାୟ ୮.୧୫ ରେ ଦେବଗଡ ଥାନାରେ ଏକ ମାମଲା ରୁଜୁ ହୋଇଥିବା ବେଳେ ପୋଲିସ ଅଧିକ ତଦନ୍ତ କରୁଥିବା ଜଣାପଡିଛି । ଅଭିଯୋଗ ଅନୁଯାୟୀ ଗତ ୭ ତାରିଖ ଗାଁର କିଛି ସାଙ୍ଗସାଥି ସହିତ ସଂପୃକ୍ତ ନାବାଳିକା ଦେବଗଡ ସହରକୁ କୌନସି କାମରେ ଆସିଥିଲେ । ମାତ୍ର ଅନ୍ୟମାନେ ଘରକୁ ଫେରିଥିବା ବେଳେ ସଂପୃକ୍ତ ନାବାଳିକା ଆଉ ଘରକୁ ଫେରିନଥିଲେ ।
Read More News
T & CPrivacy PolicyContact Us