This browser does not support the video element.
କେନ୍ଦୁଝର ସଦର: ଇଞ୍ଜିନିୟରିଂ ଛାତ୍ରୀଙ୍କୁ ଦୁଷ୍କର୍ମ ଉଦ୍ୟମ, ଅଧ୍ୟାପକ ଗିରଫ ଆଜି କୋର୍ଟ ଚାଲାଣ ହେବା ନେଇ ସୂଚନା
Kendujhar Sadar, Kendujhar | Jan 7, 2025
ଆଜି ୧୦ ରେ ମିଳିଥିବା ସୁଚନା ଅନୁସାରେ କେନ୍ଦୁଝର ସରକାରୀ ଯାନ୍ତ୍ରିକ ମହାବିଦ୍ୟାଳୟରେ ଜଣେ ଦ୍ଵିତୀୟ ବର୍ଷର ଛାତ୍ରୀଙ୍କୁ ତୁଷ୍କର୍ମ ଉଦ୍ୟମକୁ ନେଇ ଟାଉନ ଥାନାରେ ମାମଲା ରୁଜୁ ହୋଇଛି। ପୁଲିସ ଅଭିଯୋଗ ପାଇବା ପରେ ଅଧ୍ୟାପକ ଅମୀୟ ଭୂଷଣ ଚାଗ୍ଯାଦବକୁ ଗିରଫ କରି ଡାକ୍ତରୀ ମାଇନା କରିଛି। ଆଜି ଅଧ୍ୟାପକ କୋର୍ଟ ଚାଲାଣ ହେବେ ବୋଲି ଟାଉନଥାନା ଅଧିକାରୀ ଶ୍ରୀକାନ୍ତ ସାହୁ ସୂଚନା ଦେଇଛନ୍ତି ।ସୋମବାର ଅପରାହ୍ନରେ ଛାତ୍ରୀ ପରିବାର ସହିତ ଆସି ଟାଉନ ଥାନାରେ ସମ୍ପୃକ୍ତ ଅଧ୍ୟାପକଙ୍କ ବିରୋଧରେ ଅଭିଯୋଗ କରିଥିଲା। ପୁଲିସ ଅଧ୍ୟାପକକୁ ଗିରଫ କରି ତଦନ୍ତ ଚଳାଇଥିବା ଥାନାଧିକାରୀ ଶ୍ରୀ