This browser does not support the video element.
ଲାଞ୍ଜିଗଡ: ଲଗାଣ ବର୍ଷାରେ ଧୋଇଗଲା ଖଜୁରୀ ଗୁଡା ନାଳ ପୋଲର ଡାଇଭର୍ସନ ରାସ୍ତା, କାର୍ଯ୍ୟ ଦେଖିଲେ ଲାଞ୍ଜିଗଡ଼ ବିଡ଼ିଓ
Lanjigarh, Kalahandi | Oct 8, 2025
ଲଗାଣ ବର୍ଷା ଯୋଗୁଁ ଧୋଇଗଲା ଲାଞ୍ଜିଗଡ଼ ବ୍ଲକ୍ ଅନ୍ତର୍ଗତ ବିଜେପୁର ପଞ୍ଚାୟତ ଖଜୁରୀ ଗୁଡ଼ା ଗ୍ରାମ ନିକଟସ୍ଥ ନିର୍ମାଣଧିନ ପୋଲର ଡାଇଭର୍ସନ ରାସ୍ତା। ଏଥିପାଇଁ ଏହି ରାସ୍ତା ଦେଇ ଯାତାୟତ ବାଧାପ୍ରାପ୍ତ। ୮ଖଣ୍ଡ ଗ୍ରାମର ଲୋକ ଅସୁବିଧାର ସମ୍ମୁଖିନ। ଏନେଇ ବ୍ଲାକ ପ୍ରଶାସନ ନିକଟରେ ଖବର ପହଞ୍ଚିବା ପରେ ବୁଧବାର ଅପରାହ୍ନରେ ଲାଞ୍ଜିଗଡ଼ ବିଡ଼ିଓ ଶଶାଙ୍କ ପାତ୍ର କାର୍ଯ୍ୟ ସ୍ଥଳରେ ପହଞ୍ଚି କାର୍ଯ୍ୟ ତଦାରଖ କରିଛନ୍ତି।