This browser does not support the video element.
କଣ୍ଟାବାଞ୍ଜି: ଇନ୍ଦିରା ଛକ ନିକଟରେ କାର ଧକ୍କା ରେ ବାଇକ ଚାଳକ ଗୁରୁତର
Kantabanji, Balangir | Aug 30, 2025
ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ଇନ୍ଦିରା ଛକ ନିକଟରେ ଏକ କାର ଠିଆ ଥିବା ଲୁନା ବାଇକ୍ କୁ ଧକ୍କା ଦେବା ଫଳରେ ଗାଡି ଉପରେ ବସିଥିବା ଜଣେ ଲୋକ ଗୁରୁତର ଆଘାତ । ଗୁରୁତର ଜଣକ କଣ୍ଟାବାଞ୍ଜି ଗୋରୁ ବଜାର ପାଖ ସାଲେପଡ଼ା ର ଗୁଲ ସାର୍ ବେହେରା । ସେ କୌଣସି ଏକ କାମରେ ଇନ୍ଦିରା ଛକ ନିକଟରେ ନିଜ ଲୁନା ବାଇକ୍ ଉପରେ ବସିଥିବା ସମୟରେ ଏକ କାର ତାଙ୍କୁ ଧକ୍କା ଦେଇଥିଲା ଫଳରେ ତାଙ୍କ ବାଇକ୍ ଭାଙ୍ଗିବା ସହ ସେ ମଧ୍ୟ ଗୁରୁତର ହୋଇଥିବା ସୂଚନା ମିଳିଛି।