This browser does not support the video element.
ମୋହନା: ମୋହନା ନାରାୟଣ ନଗର ରୁ ବିରାଟକାୟ ସାପ କୁ ଉଦ୍ଧାର କରିଲା ବନ ବିଭାଗ ର କର୍ମଚାରୀ।
Mohana, Gajapati | Sep 5, 2025
ମୋହନା ନାରାୟଣ ନଗର ରୁ ବିରାଟକାୟ ସାପ କୁ ଉଦ୍ଧାର କରିଲା ବନ ବିଭାଗ ର କର୍ମଚାରୀ। ଆଜି ସନ୍ଧ୍ୟା ୭ ଘଣ୍ଟ ସମୟରେ ମୋହନା ସହର ସ୍ଥିତ ନାରାୟଣ ନଗର ରେ ଥିବା ରତି ପାଇକ ଙ୍କ ଘର ବାରଣ୍ଡା ରେ ଏକ ବିରାଟକାୟ ସାପ ଟି ଆସି ରହିଯାଇଥିଲା। ଯାହା ଫଳରେ ଘର ମାଲିକ ସହ ସାହିରେ ଭୟ ର ବାତାବରଣ ହୋଇଥିଲା। ସଙ୍ଗେ ସଙ୍ଗେ ମୋହନା ବନ ବିଭାଗ କୁ ଖବର ଦେଇଥିଲେ ପରିବାର ଲୋକେ। ମୋହନା ବନ ବିଭାଗ ର କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ସାପଟିକୁ ଉଦ୍ଧାର କର