This browser does not support the video element.
ନୟାଗଡ: ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପ ପରିସରରେ ସଙ୍ଗଠନ ସୃଜନ ଅଭିଯାନ ପାଇଁ ଜିଲ୍ଲା କଂଗ୍ରେସ୍ ପ୍ରଦେଶ କମିଟି ର ସାମ୍ୱାଦିକ ସମ୍ମିଳନୀ
Nayagarh, Nayagarh | Sep 2, 2025
ସଙ୍ଗଠନ ସୃଜନ ଅଭିଯାନ ପାଇଁ ଜିଲ୍ଲା କଂଗ୍ରେସ୍ ପ୍ରଦେଶ କମିଟି ର ସାମ୍ୱାଦିକ ସମ୍ମିଳନୀ। ସୂଚନା ମୁତାବକ ଆଜି ମଧାହ୍ନ 12 ଘଟିକା ସମୟରେ ନୟାଗଡ଼ ସ୍ଥିତ ବିଜୁ ପଟ୍ଟନାୟକ କଲ୍ୟାଣୀ ମଣ୍ଡପ ଠାରେ ସଙ୍ଗଠନ ସୃଜନ ଅଭିଯାନ ପାଇଁ ଜିଲ୍ଲା କଂଗ୍ରେସ୍ ପ୍ରଦେଶ କମିଟି ରଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଅଛି । ଏହି ସାମ୍ବାଦିକ ସମ୍ମିଳନୀରେ ନୟାଗଡ ଜିଲ୍ଲା ପାଇଁ ଅଖିଳ ଭାରତ କଂଗ୍ରେସ କମିଟି ପର୍ଯ୍ୟବେକ୍ଷକ ମହେଶ ଶର୍ମା, ପୂର୍ବତନ ମନ୍ତ୍ରୀ ଅମରନାଥ ପ୍ରଧାନ, ପୂର୍ବତନ ବିଧାୟକ ପ୍ରହ୍ଲାଦ ପୂର୍ତ୍ତି ଯୋଗଦେଇ ଥିଲେ। ତତ୍ ସହିତ ଆଜିର କାର୍ଯ୍ୟକ୍ରମ ରେ ଜିଲ୍ଲା କଂଗ୍ରେସ୍ ନେତା ରଣଜି