Download Now Banner

This browser does not support the video element.

ଭୁବନେଶ୍ବର ମ୍ୟୁନିସିପାଲଟି କର୍ପୋରେସନ: ବାଣୀବିହାର ଛକରେ ଟ୍ରାଫିକ ପୋଲିସ ପକ୍ଷରୁ ସ୍ପେଶାଲ ଡ୍ରାଇଭ,ବିକଟାଳ ଶବ୍ଦ କରି ହର୍ଣ୍ଣ ବଜାଇଲେ ହର୍ଣ୍ଣ ଖୋଲି ନେବ ଟ୍ରାଫିକ ପୋଲିସ

Bhubaneswar M Corp, Khordha | Sep 9, 2025
ବାଣୀବିହାର ଛକରେ ଟ୍ରାଫିକ ପୋଲିସ ପକ୍ଷରୁ ସ୍ପେଶାଲ ଡ୍ରାଇଭ,ବିକଟାଳ ଶବ୍ଦ କରି ହର୍ଣ୍ଣ ବଜାଇଲେ ହର୍ଣ୍ଣ ଖୋଲି ନେବ ଟ୍ରାଫିକ ପୋଲିସ | ବିକଟାଳ ଶବ୍ଦ କରି ହର୍ଣ୍ଣ ବଜାଇଲେ ହର୍ଣ୍ଣ ଖୋଲି ନେବ ଟ୍ରାଫିକ ପୋଲିସ | ଏଭଳି ସ୍ପେଶାଲ ଡ୍ରାଇଭ ଟ୍ରାଫିକ ପୋଲିସ ଆରମ୍ଭ କରିଛି | ଆଜି 2.31ରେ ବାଣୀବିହାର ଛକରେ ଏଭଳି ଚେକିଂ ଆରମ୍ଭ କରିଛି ଟ୍ରାଫିକ ପୋଲିସ | ବିକଟାଳ ହର୍ଣ୍ଣ ଯେଉଁ ବସ କିମ୍ବା ଗାଡିରେ ଲାଗିଥିବ ତା ଉପରେ କାର୍ଯ୍ୟାନୁଷ୍ଠାନ ନେବ ପୋଲିସ | ତାକୁ ବାହାର କରିବା ସହ ମୋଟା ଅଙ୍କର ଜୋରିମାନା ଆଦାୟ କରୁଛି ଟ୍ରାଫିକ ପୋଲିସ |
Read More News
T & CPrivacy PolicyContact Us