Download Now Banner

This browser does not support the video element.

କଟକ ପୌରାଞ୍ଚଳ: ଆଠଗଡକୁ ଏନଏସି କିମ୍ବା ମ୍ୟୁନିସିପାଲଟି ମାନ୍ୟତା ନମିଳିବା ନେଇ ଆଠଗଡରେ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ଵାଇଁଙ୍କ ପ୍ରତିକ୍ରିୟା

Cuttack M Corp PS, Cuttack | Aug 31, 2025
ରାଜ୍ୟ ସରକାରଙ୍କ ତରଫରୁ ଆଜି ବିଭିନ୍ନ ବ୍ଲକକୁ ଏନଏସି ଓ ମ୍ୟୁନିସିପାଲଟି ମାନ୍ୟତା ପ୍ରଦାନ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘୋଷଣା କରିଛନ୍ତି। ହେଲେ କଟକ ଜିଲ୍ଲା ଆଠଗଡ ବ୍ଲକକୁ ଏନଏସି କିମ୍ବା ମ୍ୟୁନିସିପାଲଟି ମାନ୍ୟତା ମିଳିଲା ନାହିଁ। ଯାହାକୁ ନେଇ ରବିବାର ରାତି ୮ ଟା ସମୟରେ ଆଠଗଡରେ ନିଜ ପ୍ରତିକ୍ରିୟାରେ କଡ଼ା ସମାଲୋଚନା କରିଛନ୍ତି ଆଠଗଡ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ଵାଇଁ।
Read More News
T & CPrivacy PolicyContact Us