Download Now Banner

This browser does not support the video element.

ଝାରସୁଗୁଡା: ବେଲପାହାଡ ପୌରକାର୍ଯ୍ୟାଳୟ ରେ ସ୍ୱାୟତ୍ତ ଶାସନ ଦିବସ ପାଳିତ

Jharsuguda, Jharsuguda | Aug 31, 2025
ବେଲପାହାଡ ପୌରକାର୍ଯ୍ୟାଳୟରେ ସ୍ୱାୟତ୍ତ ଶାସନ ଦିବସ ପାଳନ କରାଯାଇଛି l ଏହି ଅବସରରେ ଆଜି ରବିବାର ସକାଳ ୯ ଟା ରେ ନଗରପାଳ ନିମାଇଁ ଚରଣ ପଣ୍ଡା ପତାକା ଉତ୍ତୋଳନ କରିଥିବାବେଳେ ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ଗୌରବ ପଧାନ ଙ୍କ ସହ ପୌର କର୍ମଚାରୀ, ଅଧିକାରୀ ଏବଂ ପୌର କାଉନସିଲର ମାନେ ଉପସ୍ଥିତ ଥିଲେ l
Read More News
T & CPrivacy PolicyContact Us