This browser does not support the video element.
ଚମ୍ପୁଆ: ବଡବିଲ ସ୍ଥିତ ଏକ ପ୍ଲାଣ୍ଟ ପରିସରରେ କୁକୁର କାମୁଡାରେ ଜଣେ ଆହତ
Champua, Kendujhar | Sep 24, 2025
ବଡବିଲରେ ଥିବା ଏକ ପ୍ଲାଣ୍ଟ ପରିସରରେ କାର୍ଯ୍ୟ କରୁଥିବା ବେଳେ ଜଣେ ବ୍ୟକ୍ତିଙ୍କୁ କୁକୁର କାମୁଡିବା ଦ୍ବାରା ସେ ଆହତ ହୋଇଛନ୍ତି। ସହରରେ ବଢୁଥିବା କୁକୁରଙ୍କ ଦୌରତ୍ମ ଲୋକଙ୍କୁ ଭୟଭୀତ କରୁଥିବା ବେଳେ ଏହା ଉପରେ ଦୃଷ୍ଟି ଦେବାକୁ ଦାବି ହୋଇଛି।