This browser does not support the video element.
ଓରିଏଣ୍ଟ: ଝାରସୁଗୁଡା ଶ୍ରୀ ରାନୀ ସତୀ ଦାଦି ମନ୍ଦିର ରେ ଏକଲ ଅଭିଯାନ ଏବଂ ଶ୍ରୀ ରାମ କଥା ସମିତି ପକ୍ଷରୁ ଶ୍ରୀରାମ କଥା କାର୍ଯ୍ୟକ୍ରମ ଅନୁଷ୍ଠିତ
Orient, Jharsuguda | Sep 10, 2025
ଝାରସୁଗୁଡା ଶ୍ରୀ ରାନୀ ସତୀ ଦାଦି ମନ୍ଦିର ରେ ଏକଲ ଅଭିଯାନ ଏବଂ ଶ୍ରୀ ରାମ କଥା ସମିତି ପକ୍ଷରୁ ଅନୁଷ୍ଠିତ ଶ୍ରୀ ରାମ କଥା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି l ଆଜି ବୁଧବାର ଅପରାହ୍ନ ୩ ଟା ରୁ ସନ୍ଧ୍ୟା ୬ ଟା ଯାଏଁ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବାବେଳେ ଆସନ୍ତା ୧୪ ତାରିଖ ଯାଏଁ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ l ଏଥିରେ କଥାକାର ସଂଗୀତା କିଶୋରୀ ଯୋଗଦେଇ ଶ୍ରୀ ରାମ କଥା ଶୁଣାଉଛନ୍ତି l ଏହି କଥା ଶୁଣିବା ପାଇଁ ଲୋକଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳୁଛି l ବିଶେଷ କରି ଛୋଟ ବାଳକ ମାନେ ହନୁମାନ, ରାମଚନ୍ଦ୍ର, ଲକ୍ଷ୍ମଣ ଙ୍କ ବେଶ ଧାରଣ କରିଥିବା ଦେଖିବାକୁ ମିଲୁଛି l