Download Now Banner

This browser does not support the video element.

ଭୁବନେଶ୍ବର ମ୍ୟୁନିସିପାଲଟି କର୍ପୋରେସନ: ଧରାପଡ଼ିଲେ ଟିକସ ବିଭାଗର ସହକାରୀ କମିଶନର ସରିତା ବାରିକ, ସହିଦନଗର ଅଫିସ ସମେତ ତିନୋଟି ସ୍ଥାନରେ ରେଡ

Bhubaneswar M Corp, Khordha | Aug 26, 2025
ଧରାପଡ଼ିଲେ ଟିକସ ବିଭାଗର ସହକାରୀ କମିଶନର ସରିତା ବାରିକ, ସହିଦନଗର ଅଫିସ ସମେତ ତିନୋଟି ସ୍ଥାନରେ ରେଡ | ଧରାପଡ଼ିଲେ ଟିକସ ବିଭାଗର ସହକାରୀ କମିଶନର | ଭିଜିଲାନ୍ସ ହାତରେ ଧରାପଡ଼ିଲେ ଟିକସ ବିଭାଗର ସହକାରୀ କମିଶନର ଭୁବନେଶ୍ଵର ସ୍ଥିତ OFS-୧ ସହକାରୀ କମିଶନର ସରିତା ବାରିକ | ଜଣେ ବେକରୀ ଦୋକାନ ମାଲିକଙ୍କଠୁ ୨୫ ହଜାର ଲାଞ୍ଚ ନେଇ ଧରାପଡ଼ିଲେ | ଜୋରିମାନା ଓ ଟିକସ ଦଣ୍ଡ ଛାଡ଼ ପାଇଁ ଲାଞ୍ଚ ନେବାବେଳେ ମାଡ଼ିବସିଲା ଭିଜିଲାନ୍ସ | ଆଜି 9.34ରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ସହିଦନଗର ଅଫିସ ସମେତ ଅଭିଯୋଗରେ ୩ଟି ସ୍ଥାନରେ ଚଢ଼ାଉ ଜାରି |
Read More News
T & CPrivacy PolicyContact Us