Install App
rabindranath0321
This browser does not support the video element.
ରାୟଗଡା: ଗୁଣିଆ ସନ୍ଦେହରେ ପୁଣି ଜଣକୁ ହତ୍ୟା ଅଭିଯୋଗ ଶେଷଖାଲ ଥାନାର ସାନସିଗୁରୁ ଗ୍ରାମରେହତ୍ୟା ପୋଲିସ ତଦନ୍ତଜାରି,୪ଥାନାରେଅଟକ,ଶୁଣିବା ପ୍ରତିକ୍ରିୟା
Rayagada, Rayagada | Aug 22, 2025
ରାୟଗଡ଼ା ଜିଲ୍ଲା ଶେଷଖାଲ ଥାନା ଅନ୍ତର୍ଗତ ସାନସିଗୁରୁ ଗ୍ରାମରେ ଗୁଣିଆ ସନ୍ଦେହ ରେ ଜଣେ ବୃଦ୍ଧା ଙ୍କୁ ହତ୍ୟା ଅଭିଯୋଗ ଥାନାରେ ଅଭିଯୋଗ ପରେ ଗାଁ ରେ ପୋଲିସ ଟିମ୍ ୪ଜଣ ଅଟକ,ଶବ ବ୍ୟବଚ୍ଛେଦ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କଲା ପୋଲିସ ଶୁଣିବା ପ୍ରତିକ୍ରିୟା
Share
Read More News
T & C
Privacy Policy
Contact Us
Your browser does not support JavaScript!