Download Now Banner

This browser does not support the video element.

ରାଜଗାଙ୍ଗପୁର: ସହରରେ ଅନଲାଇନ ଜୁଆ ଆଡ୍ଡା ଚଳାଉଥିବା ଗ୍ୟାଙ୍ଗ କୁ ଧରିବାରେ ସଫଳ ହେବା ପରେ ପ୍ରତିକ୍ରିୟା ପ୍ରକାଶ କଲେ ଏସଡିପିଓ

Rajagangapur, Sundargarh | Sep 9, 2025
ସୁନ୍ଦରଗଡ଼ ଜିଲ୍ଲାର ରାଜଗାଙ୍ଗପୁର ସହରରେ ଚାଲିଥିବା ଅନଲାଇନ୍ ଜୁଆ ଆଡ୍ଡା ଉପରେ ଚଢ଼ଉ କରି ପୋଲିସ ୫ ଜଣ କୁ ଗିରଫ କରି କୋର୍ଟ ଚାଲାଣ କରିଛି।ଏହି ସହ ଅନଲାଇନ ଜୁଆ ରେ ବ୍ୟବହୃତ ସାମଗ୍ରୀ ବାଇକ ମୋବାଇଲ ପୋଲିସ ଜବତ କରିବା ପରେ ରାଜଗାଙ୍ଗପୁର ଏସଡିପିଓ ବିଭୁତି ଭୁଷଣ ଭୋଇ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି।
Read More News
T & CPrivacy PolicyContact Us