Download Now Banner

This browser does not support the video element.

ଝାରସୁଗୁଡା: କାଲିବାହାଲ ଗାଁ ଗସ୍ତ କଲେ ଝାରସୁଗୁଡା ବିଧାୟକ ଟଙ୍କଧର ତ୍ରିପାଠୀ

Jharsuguda, Jharsuguda | Aug 28, 2025
ଝାରସୁଗୁଡା ଜିଲ୍ଲା କୋଲାବିରା ବ୍ଲକ କାଲିବାହାଲ ଗାଁ ଗସ୍ତ କଲେ ଝାରସୁଗୁଡା ବିଧାୟକ ଟଙ୍କଧର ତ୍ରିପାଠୀ l ଆଜି ଗୁରୁବାର ରାତି ୮ ଟା ରେ ଝାରସୁଗୁଡା ବିଧାୟକ ଟଙ୍କଧର ତ୍ରିପାଠୀ କୋଲାବିରା ବ୍ଲକ ର କାଲିବାହାଲ ଗାଁ ଗସ୍ତ କରି ବଜ୍ରପାତରେ ପ୍ରାଣ ହରାଇ ଥିବା ଦୁଃଖବନ୍ଧୁ ମାଝୀ ଓ ବୀର କିସାନଙ୍କ ଘରକୁ ଯାଇ ପରିବାରବର୍ଗ ଙ୍କୁ ସାକ୍ଷାତ କରି ସମବେଦନା ଜଣାଇଛନ୍ତି l ଦୁଃଖବନ୍ଧୁ ଏବଂ ବୀର ଙ୍କ ଅମର ଆତ୍ମାର ସଦଗତି କାମନା କରି ପରିବାର ବର୍ଗ ଙ୍କୁ ଆବଶ୍ୟକ ସହାୟତା ଯୋଗାଇ ଦିଆଯିବ ବୋଲି ପ୍ରକାଶ କରିଛନ୍ତି l
Read More News
T & CPrivacy PolicyContact Us