This browser does not support the video element.
ଓରିଏଣ୍ଟ: ଝାରସୁଗୁଡା ଶ୍ରୀ ରାନୀସତୀ ଦାଦି ମନ୍ଦିର ରେ ଅନୁଷ୍ଠିତ ଶ୍ରୀ ରାମ କଥା କାର୍ଯ୍ୟକ୍ରମରେ ଯୋଗଦେଲେ ଦିଗପହଣ୍ଡି ବିଧାୟକ
Orient, Jharsuguda | Sep 11, 2025
ଝାରସୁଗୁଡା ଶ୍ରୀ ରାନୀ ସତୀ ଦାଦି ମନ୍ଦିର ରେ ଅନୁଷ୍ଠିତ ଶ୍ରୀ ରାମ କଥା କାର୍ଯ୍ୟକ୍ରମରେ ଯୋଗଦେଲେ ଦିଗପହଣ୍ଡି ବିଧାୟକ l ଏକଲ ଅଭିଯାନ ଏବଂ ଶ୍ରୀ ରାମ କଥା ସମିତି ପକ୍ଷରୁ ଅନୁଷ୍ଠିତ ଅନୁଷ୍ଠିତ ଏହି ଶ୍ରୀ ରାମ କଥା କାର୍ଯ୍ୟକ୍ରମ ରେ ଆଜି ଗୁରୁବାର ସନ୍ଧ୍ୟା ପ୍ରାୟ ୬ ଟା ରେ ଝାରସୁଗୁଡା ବିଧାୟକ ଟଙ୍କଧର ତ୍ରିପାଠୀ, ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତ ମହାପାତ୍ର ପ୍ରମୁଖ ଯୋଗଦେଇ ଶ୍ରଦ୍ଧାଳୁଙ୍କ ସହ ଶ୍ରୀ ରାମ କଥା ଶୁଣିଛନ୍ତି l