Download Now Banner

This browser does not support the video element.

ସମ୍ବଲପୁର ମ୍ୟୁନିସିପାଲଟି: ସମ୍ବଲପୁର ଜିଲ୍ଲାପରିଷଦ କାର୍ଯ୍ୟାଳୟ ର ସମ୍ମିଳନୀ କକ୍ଷ ଠାରେ ବୈଠକ ଅନୁଷ୍ଠିତ

Sambalpur M, Sambalpur | Sep 9, 2025
ସମ୍ବଲପୁର ଜିଲ୍ଲାପରିଷଦ କାର୍ଯ୍ୟାଳୟ ର ସମ୍ମିଳନୀ କକ୍ଷ ଠାରେ ସମ୍ବଲପୁର ଜିଲ୍ଲା ପରିଷଦ ଉପାଧକ୍ଷ ମାଧବ ମିର୍ଦ୍ଧା ଏବଂ କୁଚିଣ୍ଡା ଜିଲ୍ଲା ପରିଷଦ ଦେବରାଜ କିସାନ ଙ୍କ ଅଧ୍ୟକତା ରେ ମିର୍ଦ୍ଧା ସମାଜ କୁ ନେଇ ଏକ ଗୁରୁତ୍ୱପୂର୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି l ଏହି ବୈଠକ ଆଜି ଦିନ ପ୍ରାୟ 12 ଟା ରେ ଅନୁଷ୍ଠିତ ହୋଇଥିଲା l ଜିଲ୍ଲାର ଜୁଯୁମୁରା, ରେଙ୍ଗାଲି, ଧନକଉଡା, ମାନେଶ୍ୱର, ଜମନକିରା ବ୍ଲକର 18 ଟି ଘାଟିର ସଭାପତି ଓ ସମ୍ପାଦକ ମାନେ ଯୋଗ ଦେଇଥିଲେ l ବୈଠକରେ ମିର୍ଦ୍ଧା ସମାଜର ବିଭିନ୍ନ ସମସ୍ୟା ସହ ଉନ୍ନତି ତଥା ଲୋପ ପାଇଯାଉଥିବା ତାଙ୍କ ଭାଷା, ସଂସ୍କୃତି ର ଉତଥାନ ନେଇ ଆଲୋଚନା
Read More News
T & CPrivacy PolicyContact Us