Download Now Banner

This browser does not support the video element.

ଛତ୍ରପୁର: ଫୌଜଦାରୀ ମାମଲାର ତ୍ୱରିତ ପରିଚାଳନା ପାଇଁ ରାଜ୍ୟ ପୋଲିସ ଭବନ ଠାରେ ସମ୍ବର୍ଦ୍ଧିତ ହେଲେ ବ୍ରହ୍ମପୁର ଏସପି ଓ ଅନ୍ଯ ଅଧିକାରୀ

Chhatrapur, Ganjam | Sep 9, 2025
ଗତବର୍ଷ ୫ ନଭେମ୍ବର ୨୦୨୪ରେ ନିମଖଣ୍ଡି ଥାନା ଇଲାକାରେ ଘଟିଥିବା ଏକ ନାବାଳିକା ଦୁଷ୍କର୍ମ ମାମଲାରେ ଖୁବ କମ ସମୟ ମଧ୍ୟରେ ପିଡିତାଙ୍କୁ ନ୍ୟାୟ ପ୍ରଦାନ କରିବାରେ ସଫଳ ହୋଇଥିଲା ପୋଲିସ। ଚଳିତ ବର୍ଷ ଏପ୍ରିଲ ମାସରେ ରାୟ ପ୍ରକାଶ ପାଇବା ସହିତ ଦୋଷୀକୁ୨୦ ବର୍ଷ ଜେଲ ଦଣ୍ଡାଦେଶ ଦେଇଥିଲେ ମାନ୍ୟବର କୋର୍ଟ।ଏହାକୁ ସରକାରୀ ଓକିଲ ନାରାୟଣ ପଣ୍ଡା ମକଦ୍ଦମା ପରିଚାଳନା କରିଥିଲେ।ମଂଗଳବାର ମଧ୍ୟାହ୍ନରେ ଏନେଇ ରାଜ୍ୟ ପୋଲିସ୍ ଭବନ ଠାରେ ବ୍ରହ୍ମପୁର ଏସପିଙ୍କ ସହ ଅନ୍ୟ ଅଧିକାରୀଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି।
Read More News
T & CPrivacy PolicyContact Us