This browser does not support the video element.
ନବରଙ୍ଗପୁର ପୋଲିସ ଷ୍ଟେସନ: ଭତରା ସିୟୁନି ରେ କଳସ ଯାତ୍ରାରେ ଯୋଗଦେଲେ ନବରଙ୍ଗପୁର ବିଧାୟକ
Nabarangapur PS, Nabarangpur | Oct 6, 2025
ଭତରା ସିୟୁନି ରେ କଳସ ଯାତ୍ରାରେ ଯୋଗଦେଲେ ନବରଙ୍ଗପୁର ବିଧାୟକ ମା ଗଜ ଲକ୍ଷ୍ମୀଙ୍କର ପୂଜା ପାଇଁ ଚଳ ଚଞ୍ଚଳ ଗାଁରୁ ସହର, ଗ୍ରାମାଞ୍ଚଳ ଗୁଡିକରେ ଅତି ଅତି ଆଡ଼ମ୍ବର ସହକାରେ ଆଉ ନିଷ୍ଠାରେ ଗ୍ରାମବାସୀ ପାଳନ କରୁଛନ୍ତି ମା ଲକ୍ଷ୍ମୀ ଙ୍କ ପୂଜା ପାଇଁ ଆଜି ଭତରା ସିୟୁନିର ଶତାଧିକ ମହିଳା କଳସ ରେ ପାଣି ଆଣି ମା ଲକ୍ଷ୍ମୀ ଙ୍କ ପୂଜା ମଣ୍ଡପରେ ପହଂଚିଥିଲେ, ଏହି କାର୍ଯ୍ୟକ୍ରମ ରେ ଯୋଗଦେଇଥିଲେ ନବରଙ୍ଗପୁର ବିଧାୟକ ଶ୍ରୀ ଗୌରୀ ଶଙ୍କର ମାଝୀ ଏହି ଅବସର ରେ ଯୋଗଦେଈ ସେ ମା ଅଲକ୍ଷ୍ମୀଙ୍କ ନିକଟରେ ଅଞ୍ଚଳବାସୀଙ୍କ ଶୁଭ ମନାସି ପୂଜାର୍ଚନା କରିଥିଲେ