This browser does not support the video element.
ନବରଙ୍ଗପୁର ପୋଲିସ ଷ୍ଟେସନ: ବିଞ୍ଜିଗୁଡ଼ା ମଦଦୋକାନରେ ଚୋରି ଲୁଟ ଓ ଡକାୟତି ମାମଲାରେ ପାଞ୍ଚ ଗିରଫ, ତିନି ବାଇକ୍ ଓ ପାଞ୍ଚ ହଜାର ଟଙ୍କା ଜବତ୍
Nabarangapur PS, Nabarangpur | Aug 22, 2025
ତେନ୍ତୁଳିଖୁଣ୍ଟି ଥାନା ଅନ୍ତର୍ଗତ ଏକାମ୍ବା ସାଖା ବିଞ୍ଜିଗୁଡ଼ା ଓ ଏସ ମଦ ଦୋକାନରେ ପନ୍ଦର ଅଗଷ୍ଟରେ ସାତ ଦୃର୍ବୁତ୍ତ ରାତି ଗୋଟାଏ ତିରିଶରେ ସ୍ଥାନୀୟ ପରିଚାଳକ ସନ୍ତୋଷ କୁମାରକୁ ଆକ୍ରମଣ କରି ମୋବାଇଲ ,କୋଡ଼ିଏ ହଜାର ଟଙ୍କା ଲୁଟ କରି ନେଇଥିବା ମାଲିକ ଲୋକନାଥ ଯାଦବ ତେନ୍ତୁଳିଖୁଣ୍ଟି ଥାନା ଆଇ ଆଇ ସି ପ୍ରଣବ ଟୁଡୁଙ୍କୁ ଫୋନ୍ ମାଧ୍ୟମରେ ଜଣାଇ ଥିଲେ।ତେନ୍ତୁଳିଖୁଣ୍ଟି ପୋଲିସ ଆଜି ବିଜୁ ହରିଜନ ସମେତ ମୋଜେସ ହରିଜନ, ବାଦଲ ହରିଜନ , ଘାସି ହରିଜନ, ରାଜୁ ହରିଜନଙ୍କୁ ଗିରଫ କରି ପାଞ୍ଚ ହଜାର ଟଙ୍କା ତିନି ଟି ବାଇକ୍ , ଛୁରା,ଓ ତିନି ଟି ଠେଙ୍ଗା ଜବତ୍ କରି କୋର୍ଟ ଚାଲନକରିଛି l